ତାପଙ୍ଗରୁ ମିଳିଲା ପ୍ରେମିକା କଙ୍କାଳ
ଗିରଫ ହେଲା ଜହ୍ଲାଦ ପ୍ରେମିକ। ପ୍ରେମ କଲା, ପ୍ରେମିକା ସହ ଝଡଗା ହେବାରୁ ତାପଙ୍ଗ ଖଣିରେ ନେଇ ଫିଙ୍ଗିଦେଲା। ୮ ମାସ ପରେ ଏହାର ପରଦାଫାସ କରିଛି ପୋଲିସ୍। ଭରତପୁର ଅପହରଣ ଘଟଣାରେ ଆଜି ପୋଲିସ୍ ପ୍ରେମିକକୁ ଗିରଫ କରିବା ସହ ଏ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.
Home