ଚାରିଧାମ ଟିଜର ରିଲିଜ

07 September 2025 03:50 AM IST
ଚାରିଧାମ ଟିଜର ରିଲିଜ

ବାପା ମାଙ୍କ ଇଚ୍ଛା ଥିଲା ଚାରିଧାମ ବୁଲିବେ। ପ୍ରଥମେ ଜଗାଙ୍କୁ ଦର୍ଶନ କରିବେ, ତାପରେ ରାମେଶ୍ବରମ,ଦ୍ବାରିକା ଆଉ ସବା ଶେଷରେ ବଦ୍ରିନାଥଙ୍କୁ ଦର୍ଶନ କରିବେ ବାପା ମାଙ୍କ ମନସ୍କାମନା କେବଳ ଏତିକି ପରିଣତ ବୟସ ରେ ଚାରିଧାମ ବୁଲିରେ ଆଉ ପୂଣ୍ୟ ଅର୍ଜନ କରିବେ କିନ୍ତୁ କାହାଣୀ ,ଏଇଠି ସରୁନି ବରଂ କାହାଣୀ ଏଇଠି ହିଁ ଆରମ୍ଭ ହେଇଛି । ଚାରିଧାମ ଦର୍ଶନ କରିବା ପାଇଁ ନାୟକଙ୍କୂ ଅନେକ ସଂଘର୍ଷ କରିବାକୁ ପଡୁଛି। ଚାରିଧାମ ସିନେମାର ଟିଜର ରିଲିଜ ହେଇଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.