ଘଟିଲା ବଡ ଦୁର୍ଘଟଣା, କଣ୍ଟେନରକୁ ପିଟିଲା କଣ୍ଟେନର...ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଗୁଡିଖାଳ ଛକ ନିକଟରେ ରାସ୍ତା ପାର୍ଶ୍ବ ରେ ଛିଡା ହୋଇଥିବା ଏକ କଣ୍ଟେନର କୁ ପଛପଟୁ ଧକ୍କା ଦେଲା ଅନ୍ଯ ଏକ କଣ୍ଟେନର, ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟ

11 August 2025 06:20 PM IST

ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ 60 ନମ୍ବର ଜାତୀୟ ରାଜପଥ ର ଗୁଡିଖାଳ ଛକ ନିକଟରେ ରାସ୍ତା ପାର୍ଶ୍ବ ରେ ଛିଡା ହୋଇଥିବା ଏକ କଣ୍ଟେନର କୁ ପଛପଟୁ ଧକ୍କା ଦେଲା ଅନ୍ଯ ଏକ କଣ୍ଟେନର, ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଉଭୟ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.