ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି
ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି। ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଖୋଲା ଯାଇ ନୀତି ଆରମ୍ଭ ହୋଇଛି। ଯାହା ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ କରାଯିବ।
ଚନ୍ଦ୍ର ଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି। ଆଜି ରାତି ୨ଟାରୁ ଶ୍ରୀମନ୍ଦିର ଖୋଲା ଯାଇ ନୀତି ଆରମ୍ଭ ହୋଇଛି। ଯାହା ଦିନ ୧୨ଟା ସୁଦ୍ଧା ନୀତିନିର୍ଘଣ୍ଟ ଶେଷ କରାଯିବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
