ଖୁସିରେ କାନ୍ଦି ପକାଇଲେ NIT ରାଉରକେଲା ନିର୍ଦ୍ଦେଶକ

ରାଉରକେଲା ଏନଆଇଟି ଚଳିତ ବର୍ଷ ସାରା ଦେଶରେ ନାଁ କରିଛି। ଦେଶରେ ଥିବା ସମସ୍ତ ଇଞ୍ଜିନିରିଙ୍ଗ୍ କଲେଜ ମଧ୍ୟରେ NIT ରାଉରକେଲା ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ସଫଳତା NIT ରାଉରକେଲାର ନିର୍ଦ୍ଦେଶକଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି। #O

05 September 2025 04:25 PM IST

ରାଉରକେଲା ଏନଆଇଟି ଚଳିତ ବର୍ଷ ସାରା ଦେଶରେ ନାଁ କରିଛି। ଦେଶରେ ଥିବା ସମସ୍ତ ଇଞ୍ଜିନିରିଙ୍ଗ୍ କଲେଜ ମଧ୍ୟରେ NIT ରାଉରକେଲା ୧୩ ତମ ସ୍ଥାନକୁ ଉନ୍ନୀତ ହୋଇଛି । ଏହି ସଫଳତା NIT ରାଉରକେଲାର ନିର୍ଦ୍ଦେଶକଙ୍କ ଆଖିରେ ଖୁସିର ଲୁହ ଭରି ଦେଇଛି। #O

Disclaimer: This content has been automatically aggregated from televison for informational purposes. To read the original article, please visit televison.