ଖୁଦୁରୁକଣୀ ପୂଜା ସାରିଲେ, ବିସର୍ଜନ ବେଳେ ମହାନଦୀରେ ଭାସିଗଲେ ନବ ବିବାହିତା ମହିଳା...

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଖୋଜା ଖୋଜି କରୁଥିବାବେଳେ ମହିଳା ଏପର୍ଯ୍ୟନ୍ତ ମିଳିନାହାଁନ୍ତି। ସ୍ଥାନୀୟ ଲୋକ ମାନେ ମଧ୍ୟ ଖୋଜାଖୋଜି କରୁଛନ୍ତି। ଏଭଳି ଅଭାନୀୟ ଘଟଣା ପରେ ପୁରା ଗାଁରେ ଦୁଃଖର ବାଦଲ ଖେଳି ଯାଇଛି। Odisha

01 September 2025 12:15 PM IST

ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କୁ ଖୋଜା ଖୋଜି କରୁଥିବାବେଳେ ମହିଳା ଏପର୍ଯ୍ୟନ୍ତ ମିଳିନାହାଁନ୍ତି। ସ୍ଥାନୀୟ ଲୋକ ମାନେ ମଧ୍ୟ ଖୋଜାଖୋଜି କରୁଛନ୍ତି। ଏଭଳି ଅଭାନୀୟ ଘଟଣା ପରେ ପୁରା ଗାଁରେ ଦୁଃଖର ବାଦଲ ଖେଳି ଯାଇଛି। Odisha

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.