ଖାଦ୍ୟ ଅନ୍ୱେଷଣରେ ଆସି ଗାଁ ଭିତରେ ପଶିଥିଲେ ପଲୁଆ ହାତୀ..ଆଉ ନେଇଗଲେ ଜଣେ ନିରୀହ ବୃଦ୍ଧାଙ୍କ ଜୀବନ..

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜର କାଳିଆ ହତା ଫାଣ୍ଡି ଅଞ୍ଚଳ ଗଳଦା ଗାଁରେ ପଲୁଆ ହାତୀଙ୍କ ଆକ୍ରମଣରେ ବୁଦ୍ଧା ମୃତ୍ୟୁ I ରାସ୍ତା କାଦୁଅ ପାଣି ଥିବାରୁ ବନବିଭାଗ ବିଳମ୍ବରେ ପହଞ୍ଚିଥିଲା । କାଳିଆହତା ଫାଣ୍ଡି ର ମିଳିତ ଉଦ୍ୟମରେ ବନବିଭାଗ ଘଟ

01 August 2025 03:21 PM IST

କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜର କାଳିଆ ହତା ଫାଣ୍ଡି ଅଞ୍ଚଳ ଗଳଦା ଗାଁରେ ପଲୁଆ ହାତୀଙ୍କ ଆକ୍ରମଣରେ ବୁଦ୍ଧା ମୃତ୍ୟୁ I ରାସ୍ତା କାଦୁଅ ପାଣି ଥିବାରୁ ବନବିଭାଗ ବିଳମ୍ବରେ ପହଞ୍ଚିଥିଲା । କାଳିଆହତା ଫାଣ୍ଡି ର ମିଳିତ ଉଦ୍ୟମରେ ବନବିଭାଗ ଘଟ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.