କ୍ଷତିଗ୍ରସ୍ତ ଚାଷୀ, କାବୁକରି ଷଣ୍ଢଙ୍କୁ ଅଭିଯୋଗ କଲେ ପ୍ରଶାସନକୁ

ଏମିତି ଘଟଣା ଦେଖିବାକୁ ମିଳିଛି କଣ୍ଟାପଡ଼ା ବରାହିପୁର ଚାଷୀ ମାନଙ୍କ କ୍ଷେତ୍ରରେ। ଧାନ ଚାଷ ବୁଲା ଷଣ୍ଢ ଖାଇଯାଉଥିବାରୁ ଚାଷୀ ଅସନ୍ତୋଷ ଉଗ୍ର ରୂପ ନେଇଛି। ବୁଲା ଷଣ୍ଢ ଙ୍କୁ ବାନ୍ଧି ପ୍ରଶାସନ କୁ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ କୁ ଦୃଷ

22 August 2025 09:50 AM IST

ଏମିତି ଘଟଣା ଦେଖିବାକୁ ମିଳିଛି କଣ୍ଟାପଡ଼ା ବରାହିପୁର ଚାଷୀ ମାନଙ୍କ କ୍ଷେତ୍ରରେ। ଧାନ ଚାଷ ବୁଲା ଷଣ୍ଢ ଖାଇଯାଉଥିବାରୁ ଚାଷୀ ଅସନ୍ତୋଷ ଉଗ୍ର ରୂପ ନେଇଛି। ବୁଲା ଷଣ୍ଢ ଙ୍କୁ ବାନ୍ଧି ପ୍ରଶାସନ କୁ ଅଭିଯୋଗ କରିଛନ୍ତି। ତୁରନ୍ତ ପ୍ରଶାସନ କୁ ଦୃଷ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.