କୁଆଡ଼େ ଗଲା ଓମ୍ ?

07 September 2025 07:35 PM IST
କୁଆଡ଼େ ଗଲା ଓମ୍ ?

କରାଟେ କ୍ଲାସ୍ ଯାଇ ଘରକୁ ଫେରିନି ପୁଅ । ୪ ଦିନ ହେଲା ଛାତ୍ର ନିଖୋଜ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ହୋଇଯାଇଛି ୧୬ ବର୍ଷୀୟ ପୁଅ ଓମ୍ ମୁଖିଆ । ଗତ ୪ ତାରିଖରେ ଓମ୍ କରାଟେ କ୍ଲାସ୍ ଯାଇଥିଲା । ସେବେଠୁ ଆଉ ଘରକୁ ନଫେରିବାରୁ ମାଆ ଥାନାରେ ଏତଲା ଦେଇଥିଲେ ।

Disclaimer: This content has been automatically aggregated from television for informational purposes. To read the original article, please visit television.