କିଏ କଲା ଯବାନଙ୍କ ଗାଡିର ବ୍ରେକ୍ ଫେଲ୍ , ଯାଉ ଯାଉ ଘାଟି ତଳକୁ ଦୁଲ୍ କରି ଖସି ପଡିଲା ବସ୍
ଜାମ୍ମୁ-କାଶ୍ମୀରର ଗାନ୍ଦରବାଲ ଜିଲ୍ଲାର ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ କୁଲ୍ଲନ ଠାରେ ସିନ୍ଧ୍ ନଦୀକୁ ଖସିପଡିଛି । ପ୍ରବଳ ବର୍ଷା କାରଣରୁ ଏଭଳି ଘଟିଥିବା ଜଣେ ଅଧିକାରୀ କହିଛନ୍ତି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home