କାଳିସୀ ଲାଗିଛି କହି ଗାଁ ଦାଣ୍ଡରେ ୨ ଝିଅଙ୍କୁ ପିଟିଲେ ମହିଳା...

ଆଧୁନିକ ଯୁଗରେ ଅନ୍ଧବିଶ୍ବାସ କମିବା ବଦଳରେ ବଢ଼ିଚାଲିଛି । ଆଉ ଏହି ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ଜଣେ ଯୁବତୀ । ଠାକୁରାଣୀ ଆସିବା ନାଁରେ ଯୁବତୀଙ୍କୁ ପିଟିଛନ୍ତି ଜଣେ ମହିଳା । ଯାଜପୁର ଜିଲ୍ଲା ଜେନାପୁର ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ

13 August 2025 07:20 AM IST

ଆଧୁନିକ ଯୁଗରେ ଅନ୍ଧବିଶ୍ବାସ କମିବା ବଦଳରେ ବଢ଼ିଚାଲିଛି । ଆଉ ଏହି ଅନ୍ଧବିଶ୍ବାସର ଶିକାର ହୋଇଛନ୍ତି ଜଣେ ଯୁବତୀ । ଠାକୁରାଣୀ ଆସିବା ନାଁରେ ଯୁବତୀଙ୍କୁ ପିଟିଛନ୍ତି ଜଣେ ମହିଳା । ଯାଜପୁର ଜିଲ୍ଲା ଜେନାପୁର ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.