ଆମ୍ବୁଲାନ୍ସରେ ନଥିଲା ଅକ୍ସିଜେନ, ଛଟପଟ ହେଇ ଚାଲିଗଲା ଓକିଲ ସ୍ତ୍ରୀଙ୍କ ଜୀବନ...

ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ମହିଳାଙ୍କ ଜୀବନ ସେଇଠି ଚାଲିଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଆମ୍ବୁଲାନ୍ସ ଟିକୁ ଭର୍ତ୍ତି କରିଛନ୍ତି

01 September 2025 04:00 PM IST

ଆମ୍ବୁଲାନ୍ସରେ ଅକ୍ସିଜେନ ନ ଥିବାରୁ ମହିଳାଙ୍କ ଜୀବନ ସେଇଠି ଚାଲିଯାଇଥିଲା । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିବା ସହ ଜଗତସିଂହପୁର ଥାନାରେ ଆମ୍ବୁଲାନ୍ସ ଟିକୁ ଭର୍ତ୍ତି କରିଛନ୍ତି

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.