ଆବେଦନକାରୀଙ୍କ ସହିତ ସାଙ୍ଘାତିକ ଖେଳ, ରାସ୍ତାରେ ଫୋପାଡ଼ି ଦେଲେ ଆବେଦନକାରୀଙ୍କ ଫର୍ମ ସହ ଅନ୍ୟାନ୍ୟ ଦସ୍ତାବିଜ

#ମିଳିଲାନି_ଚାକିରି_ରାସ୍ତାରେ_ପଡ଼ିଛି_ଫର୍ମ ନା ହୋଇଛି ନିଯୁକ୍ତି, ନା ଆବେଦନ ପତ୍ର ହୋଇଛି ଭେରିଫିକେସନ ହେଲେ ଅଫିସ ବାହାରକୁ ଯାଇ ରାସ୍ତା ଉପରେ ପଡି ରହିଲା ଆବେଦନପତ୍ର। ଏଭଳି ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବ୍ଲକ ଆଇସି

31 August 2025 01:45 PM IST

#ମିଳିଲାନି_ଚାକିରି_ରାସ୍ତାରେ_ପଡ଼ିଛି_ଫର୍ମ ନା ହୋଇଛି ନିଯୁକ୍ତି, ନା ଆବେଦନ ପତ୍ର ହୋଇଛି ଭେରିଫିକେସନ ହେଲେ ଅଫିସ ବାହାରକୁ ଯାଇ ରାସ୍ତା ଉପରେ ପଡି ରହିଲା ଆବେଦନପତ୍ର। ଏଭଳି ଏକ ସାଙ୍ଘାତିକ ଚିତ୍ର ସାମ୍ନାକୁ ଆସିଛି କପ୍ତିପଦା ବ୍ଲକ ଆଇସି

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.