ଆଙ୍କୁଲି ବାଇପାସ୍‌ ନିକଟରେ ଏକ କାରରୁ ୩ଟି ଖଣ୍ଡା ଜବତ କରିଛି ଲାଞ୍ଜିପଲ୍ଲୀ ଫାଣ୍ଡି ପୁଲିସ।

ଗାଡ଼ିରେ ଛତ୍ରପୁର ଅଞ୍ଚଳର କିଛି ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଗତକାଲି ରାତିରେ ବିଜିପୁର ଅଞ୍ଚଳରେ ଜଣେ ଯୁବକକୁ ମାରପିଟ କରିଥିଲେ ବୋଲି ଜଣାପଡ଼ିଥିବା ବେଳେ ସମ୍ପୃକ୍ତ ଯୁବକମାନେ ଜୀବନରୁ ମାରିଦେବାକୁ ଯୋଜନା କରିଥିବା ହେତୁ ଉକ୍ତ ଗାଡ଼ିରେ ଖଣ

20 August 2025 09:40 PM IST

ଗାଡ଼ିରେ ଛତ୍ରପୁର ଅଞ୍ଚଳର କିଛି ଯୁବକ ବନ୍ଧୁକ ଓ ଖଣ୍ଡା ଧରି ଗତକାଲି ରାତିରେ ବିଜିପୁର ଅଞ୍ଚଳରେ ଜଣେ ଯୁବକକୁ ମାରପିଟ କରିଥିଲେ ବୋଲି ଜଣାପଡ଼ିଥିବା ବେଳେ ସମ୍ପୃକ୍ତ ଯୁବକମାନେ ଜୀବନରୁ ମାରିଦେବାକୁ ଯୋଜନା କରିଥିବା ହେତୁ ଉକ୍ତ ଗାଡ଼ିରେ ଖଣ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.