ଅଗଷ୍ଟ ୧୫ରେ ଏକାସାଙ୍ଗରେ ଜଳିଲା ମା’ ପୁଅଙ୍କ ଜୁଇ , ଦୁଃଖରେ ଭାଙ୍ଗି ପଡିଛି ପରିବାର ...

ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ରାଧୀକାପୁର ଗ୍ରାମରେ ଘଟିଛି । ସାପ କାମୁଡ଼ାରେ ମା-ପୁଅଙ୍କ ମୃତ୍ୟୁ ଘଟିଛି । ରାତିରେ ଖାଇପିଇ ସାରି ଶୋଇବାକୁ ଗଲାପରେ ବିଳମ୍ବିତ ରାତିରେ ମା-ପୁଅଙ୍କୁ ସାପ କାମୁଡ଼ି ଥିଲା । ଗୁରୁତର ଅବ

15 August 2025 12:30 PM IST

ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳର ରାଧୀକାପୁର ଗ୍ରାମରେ ଘଟିଛି । ସାପ କାମୁଡ଼ାରେ ମା-ପୁଅଙ୍କ ମୃତ୍ୟୁ ଘଟିଛି । ରାତିରେ ଖାଇପିଇ ସାରି ଶୋଇବାକୁ ଗଲାପରେ ବିଳମ୍ବିତ ରାତିରେ ମା-ପୁଅଙ୍କୁ ସାପ କାମୁଡ଼ି ଥିଲା । ଗୁରୁତର ଅବ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.