Youth Trampled to Death by Elephant in Keonjhar’s Bhuiyanpur Village

ଯୁବକଙ୍କୁ ଦଳି ଦେଲା ଦନ୍ତା ହାତୀ ଦେଖିବାକୁ ଆସି ହାତୀ ହାବୁଡରେ ପଡି ଗଲା ଯୁବକଙ୍କ ଜୀବନ। ଧାନ କିଆରିରେ ଯୁବକଙ୍କୁ ଦଳିଦେଲା ଦନ୍ତା l କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୂଇଁପୁର ଗାଁରେ ଘଟିଛି ଏ ଅଭାବନୀୟ ଘଟଣା l #OdishaNews_

23 August 2025 12:30 AM IST

ଯୁବକଙ୍କୁ ଦଳି ଦେଲା ଦନ୍ତା ହାତୀ ଦେଖିବାକୁ ଆସି ହାତୀ ହାବୁଡରେ ପଡି ଗଲା ଯୁବକଙ୍କ ଜୀବନ। ଧାନ କିଆରିରେ ଯୁବକଙ୍କୁ ଦଳିଦେଲା ଦନ୍ତା l କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଭୂଇଁପୁର ଗାଁରେ ଘଟିଛି ଏ ଅଭାବନୀୟ ଘଟଣା l #OdishaNews_

Disclaimer: This content has been automatically aggregated from televison for informational purposes. To read the original article, please visit televison.