Youth Swept Away in River: ନଦୀରେ ବୁଡ଼ି ଯୁବକ ନିଖୋଜ, ପୋଲିସ୍  ଓ ଅଗ୍ନିଶମ ଟିମର ଖୋଜାଖୋଜି

Jul 07, 2026 - 21:39
Youth Swept Away in River: ନଦୀରେ ବୁଡ଼ି ଯୁବକ ନିଖୋଜ, ପୋଲିସ୍  ଓ ଅଗ୍ନିଶମ ଟିମର ଖୋଜାଖୋଜି

ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନରେ ଥିବା ନାଖରା ସେତୁ ତଳେ ଗାଧୋଉଥିବାବେଳେ ବୁଡିଗଲେ ଯୁବକ । ବାଲେଶ୍ୱରର ୩ ସାଙ୍ଗଙ୍କ ସହ ଆସି ଗାଧୋଉଥିଲେ। ତେବେ ଜଣେ ବୁଡିଯାଇ ନିଖୋଜ ହୋଇଥିବା ଜଣାପଡିଛି।

ଘଟଣା ସଂପର୍କରେ ଖବରପାଇ ପୋଲିସ୍ ଓ ଅଗ୍ନିଶମ  ବିଭାଗ ପାଣିରେ ବୁଡି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବୁଡିଯାଇଥିବା ଯୁବକଙ୍କ ପତ୍ତା ମିଳିନାହିଁ।  

ମୟୂରଭଞ୍ଜ ବୈଶିଙ୍ଗା ଥାନା ନାଖରା ସେତୁରେ ଅଘଟଣ
ବୁଢାବଳଙ୍ଗ ନଦୀରେ ବୁଡ଼ି ଯୁବକ ନିଖୋଜ
ନାଖରା ବ୍ରିଜ୍ ତଳେ ଗାଧୋଇବା ବେଳେ ଭାସି ନିଖୋଜ
ବାଲେଶ୍ୱରର ୩ ସାଙ୍ଗ ସହ ଆସି ଗାଧୋଉଥିଲେ
ବୈଶିଙ୍ଗା ପୋଲିସ୍  ଓ ଅଗ୍ନିଶମ ଟିମର ଖୋଜାଖୋଜି 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।