ମହାକୁମ୍ଭରେ ‘ଓଡେଲା ୨’ର ଟ୍ରେଲର ରିଲିଜ

ପ୍ରୟାଗରାଜ: ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ‘ଓଡେଲା ୨’ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ବର୍ତ୍ତମାନ ଫିଲ୍ମର ଟିଜର ଲଞ୍ଚ କରାଯାଇଛି। ଫେବ୍ରୁଆରୀ ୨୨ରେ ପ୍ରୟାଗରାଜର ମହାକୁମ୍ଭରେ ଫିଲ୍ମର ଟିଜର ଲଞ୍ଚ୍ ହୋଇଯାଇଛି। ଏଥିପାଇଁ ଅଭିନେତ୍ରୀଙ୍କ ସହ ଫିଲ୍ମର ପୂରା ଟିମ୍ ମହାକୁମ୍ଭରେ ପହଞ୍ଚିଥିଲା। ତେବେ ଏହି ଫିଲ୍ମରେ ତମନ୍ନା ରୌଦ୍ର ରୂପରେ ନଜର ଆସିଛନ୍ତି। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। The post ମହାକୁମ୍ଭରେ ‘ଓଡେଲା ୨’ର ଟ୍ରେଲର ରିଲିଜ appeared first on Odisha.News.

Feb 23, 2025 - 12:51
ମହାକୁମ୍ଭରେ ‘ଓଡେଲା ୨’ର ଟ୍ରେଲର ରିଲିଜ

ପ୍ରୟାଗରାଜ: ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ‘ଓଡେଲା ୨’ ଫିଲ୍ମ ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ବର୍ତ୍ତମାନ ଫିଲ୍ମର ଟିଜର ଲଞ୍ଚ କରାଯାଇଛି। ଫେବ୍ରୁଆରୀ ୨୨ରେ ପ୍ରୟାଗରାଜର ମହାକୁମ୍ଭରେ ଫିଲ୍ମର ଟିଜର ଲଞ୍ଚ୍ ହୋଇଯାଇଛି। ଏଥିପାଇଁ ଅଭିନେତ୍ରୀଙ୍କ ସହ ଫିଲ୍ମର ପୂରା ଟିମ୍ ମହାକୁମ୍ଭରେ ପହଞ୍ଚିଥିଲା। ତେବେ ଏହି ଫିଲ୍ମରେ ତମନ୍ନା ରୌଦ୍ର ରୂପରେ ନଜର ଆସିଛନ୍ତି। ଏନେଇ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

The post ମହାକୁମ୍ଭରେ ‘ଓଡେଲା ୨’ର ଟ୍ରେଲର ରିଲିଜ appeared first on Odisha.News.