ଆସାମର ଗୋଲାଘାଟ ଜିଲ୍ଲାରେ ସୋନିକ୍ ବୁମ୍
ମେ ୯ ତାରିଖରେ ଆସାମର ଗୋଲାଘାଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ଜୋରଦାର ଶବ୍ଦ ଶୁଣିବା ପରେ ଲୋକମାନେ ଆତଙ୍କିତ ପରିସ୍ଥିତି ଅନୁଭବ କରିଥିଲେ। ସ୍ଥାନୀୟ ପ୍ରଶାସନ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ‘ସୋନିକ୍ ବୁମ୍’ରୁ ନିର୍ଗତ ହେଉଥିବା ଅନୁମାନ କରାଯାଉଛି। The post ଆସାମର ଗୋଲାଘାଟ ଜିଲ୍ଲାରେ ସୋନିକ୍ ବୁମ୍ appeared first on Odisha.News.


ମେ ୯ ତାରିଖରେ ଆସାମର ଗୋଲାଘାଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ ଜୋରଦାର ଶବ୍ଦ ଶୁଣିବା ପରେ ଲୋକମାନେ ଆତଙ୍କିତ ପରିସ୍ଥିତି ଅନୁଭବ କରିଥିଲେ।
ସ୍ଥାନୀୟ ପ୍ରଶାସନ କହିଛି ଯେ ପ୍ରାଥମିକ ତଦନ୍ତରୁ ଏହା ‘ସୋନିକ୍ ବୁମ୍’ରୁ ନିର୍ଗତ ହେଉଥିବା ଅନୁମାନ କରାଯାଉଛି।
The post ଆସାମର ଗୋଲାଘାଟ ଜିଲ୍ଲାରେ ସୋନିକ୍ ବୁମ୍ appeared first on Odisha.News.