ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଆମ ରୁଚି ଆମ ଖାଦ୍ୟ ଉତ୍ସବ

ଦ ସମୀକ୍ଷା ବ୍ୟୁରୋ: ଓଡ଼ିଶାର ପାରମ୍ପାରିକ ଖାଦ୍ୟର ପ୍ରସାର ସହ ଉତ୍ତରପୀଢ଼ିକୁ ପରିଚିତ କରାଇବା ଲକ୍ଷ୍ୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ପାରମ୍ପାରିକ ଖାଦ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ପାଳନ

Apr 15, 2025 - 13:32