ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ
ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାରା ଶୁକ୍ରବାର ଘନ କୁହୁଡ଼ି ପ୍ରକୋପ ଦେଖାଯାଇଥିବା ବେଳେ ଦିନ ୯ ଘଣ୍ଟା ପଯ୍ୟନ୍ତ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଏପରିକି ନିକଟରେ ଥିବା ଲୋକ ଙ୍କୁ ଦେଖା ଯାଉ ନ ଥିଲା l ସକାଳ ରେ ପହଁଞ୍ଚିବା ଯାତ୍ରୀ ବାହି ଗାଡି ଗୁଡିକ ବହୁ... The post ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.

ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ
ଡାବୁଗାଁ, ୩୧/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସାରା ଶୁକ୍ରବାର ଘନ କୁହୁଡ଼ି ପ୍ରକୋପ ଦେଖାଯାଇଥିବା ବେଳେ ଦିନ ୯ ଘଣ୍ଟା ପଯ୍ୟନ୍ତ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି l ଏପରିକି ନିକଟରେ ଥିବା ଲୋକ ଙ୍କୁ ଦେଖା ଯାଉ ନ ଥିଲା l ସକାଳ ରେ ପହଁଞ୍ଚିବା ଯାତ୍ରୀ ବାହି ଗାଡି ଗୁଡିକ ବହୁ ବିଳମ୍ବରେ ପହଂଚି ଥିଲା l ଏହି ସମୟରେ ଯାନବାହାନ ଗୁଡିକ ସତର୍କ ରେ ନ ଚଳାଇଲେ ଦୁର୍ଘଟଣା ର ଆଶଙ୍କା ରହି ଥିବାରୁ ଯାନବାହାନ ଚାଳକ ବହୁ ସତର୍କତା ଅବଲମ୍ବନ କରି ଗାଡି ଚାଳନା ଧୀର ଗତିରେ କରାଇ ବିଳମ୍ବରେ ପହଞ୍ଚାଉଛନ୍ତି l ଏପରି ସମୟରେ ସତର୍କତା ଅବଲମ୍ବନ କରି ଯାନବାହାନ ଚାଳନା କରିବା ପାଇଁ ବୁଦ୍ଧିଜିବୀ ମାନେ ସମସ୍ତ ଡ୍ରାଇଭର ମାନଙ୍କୁ ଅନୁରୋଧ କରିଛନ୍ତି l ତେବେ ସତର୍କତା ହିଁ ମରଣ ମୁହଁରୁ ରକ୍ଷା କରିବ ଏଥିରେ ସନ୍ଦେହ ନାହିଁ l ପାଣିପାଗ ର ସୂଚନା ଅନୁଯାୟୀ କୁହୁଡ଼ି ର ପ୍ରକୋପ କିଛି ଦିନ ରହିବ ବୋଲି ଜଣାପଡିଛି l
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ
The post ଡାବୁଗାଁ ବ୍ଲକରେ ଘନ କୁହୁଡ଼ି ର ପ୍ରକୋପ appeared first on ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ.