୧୭ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର , ପ୍ରବାହ ନ୍ୟୁଜ୍‌ : ଗତ ରବିବାର ଅପରାହ୍ନରେ ଡୁରା ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ ରେ ୧୭... The post ୧୭ ତମ ବାର୍ଷିକ ଉତ୍ସବ ପାଳିତ appeared first on Prabaha TV.

Feb 24, 2025 - 09:35
୧୭ ତମ ବାର୍ଷିକ ଉତ୍ସବ ପାଳିତ

ବ୍ରହ୍ମପୁର , ପ୍ରବାହ ନ୍ୟୁଜ୍‌ : ଗତ ରବିବାର ଅପରାହ୍ନରେ ଡୁରା ସରସ୍ବତୀ ଶିଶୁ ମନ୍ଦିର ସ୍କୁଲ ରେ ୧୭ ତମ ବାର୍ଷିକ ଉତ୍ସବ ପାଳିତ ହୋଇଥିଲା ଉକ୍ତ ବାର୍ଷିକ ଉତ୍ସବରେ ମାନ୍ୟବର କେବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି, କନିଷି ତହସିଲଦାର ଶ୍ରୀଯୁକ୍ତ କବିରାଜ ପ୍ରଧାନ ମୂଖ୍ୟ ବକ୍ତା, ସ୍କୁଲ ପରିଚାଳନା କମିଟି ସଭାପତି ଶ୍ରୀ ହୃଷୀକେଶ ସାହୁ, ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର, ଉପସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ମହାରଣା, ସହ ସମ୍ପାଦକ ଶ୍ରୀ କେ ରଘୁନାଥ ପାତ୍ର, କୋଷାଧ୍ୟକ୍ଷ ଶ୍ରୀ କ୍ରୀଷ୍ଣା ରେଡ୍ଡୀ, ସମ୍ମାନିତ ଅତିଥି ଶ୍ରୀ ଭାଗବତ ପାତ୍ର, ବନମାଳୀ ପାଣିଗ୍ରାହୀ, ଓ ଗୋଷାଣୀ ନୂଆଁ ଗାଁ ସରସ୍ବତୀ ଶିଶୁ ମନ୍ଦିର ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ପାତ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ୧୭ ତମ ବାର୍ଷିକ ଉତ୍ସବ କୁ ସାଫଳ କରିଥିଲେ
ପରିଶେଷରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା

The post ୧୭ ତମ ବାର୍ଷିକ ଉତ୍ସବ ପାଳିତ appeared first on Prabaha TV.