Weather Update: ୨୪ ଘଣ୍ଟା ମଧ୍ୟରେ ପୁଣି ଲଘୁଚାପ; ୫ ଯାଏଁ ପ୍ରବଳ ବର୍ଷା, ମତ୍ସଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ
Weather Update: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାରି ଭିତରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ। ୫ ଯାଏଁ ହେବ ପ୍ରବଳ ବର୍ଷା।

Weather Update: ସାରା ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଏହାରି ଭିତରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ। ୫ ଯାଏଁ ହେବ ପ୍ରବଳ ବର୍ଷା।
Disclaimer: This content has been automatically aggregated from ସ୍ପୋର୍ଟ୍ସ for informational purposes. To read the original article, please visit ସ୍ପୋର୍ଟ୍ସ.