Waterfall Accident: କାଳ ସାଜିଲା ପାଣି ସହ ଖେଳ: ଗର୍ଜନ ଖୋଳ ଜଳ ପ୍ରପାତରେ ଯୁବକ ନିଖୋଜ

କାଳ ସାଜିଲା ପାଣି ସହ ଖେଳ । ପାଲଲହଡ଼ା ଉପଖଣ୍ଡ ନଗିରା ପଞ୍ଚାୟତର ଗର୍ଜନ ଖୋଳ ଜଳପ୍ରପାତରେ ଗାଧୋଇବା ବେଳେ ଆଖି ଆଗରେ ଭାସିଯାଇ ଜଣେ ନିଖୋଜ । ୩ ଜଣ ସାଙ୍ଗ ଜଳପ୍ରପାତ ବୁଲିବାକୁ ଯାଇ ଜଳପ୍ରପାତରେ ଗାଧୋଇବା ବେଳେ ଜଣେ ସାଙ୍ଗ ନିଖୋଜ ହୋଇଯାଇଛନ୍

30 August 2025 12:20 PM IST
Waterfall Accident: କାଳ ସାଜିଲା ପାଣି ସହ ଖେଳ: ଗର୍ଜନ ଖୋଳ ଜଳ ପ୍ରପାତରେ ଯୁବକ ନିଖୋଜ

କାଳ ସାଜିଲା ପାଣି ସହ ଖେଳ । ପାଲଲହଡ଼ା ଉପଖଣ୍ଡ ନଗିରା ପଞ୍ଚାୟତର ଗର୍ଜନ ଖୋଳ ଜଳପ୍ରପାତରେ ଗାଧୋଇବା ବେଳେ ଆଖି ଆଗରେ ଭାସିଯାଇ ଜଣେ ନିଖୋଜ । ୩ ଜଣ ସାଙ୍ଗ ଜଳପ୍ରପାତ ବୁଲିବାକୁ ଯାଇ ଜଳପ୍ରପାତରେ ଗାଧୋଇବା ବେଳେ ଜଣେ ସାଙ୍ଗ ନିଖୋଜ ହୋଇଯାଇଛନ୍ତି ।

କେନ୍ଦୁଝର ବାଂଶପାଳ ବ୍ଲକରୁ ୩ ଜଣ ସାଙ୍ଗ ନଗିରା ଗର୍ଜନ ଖୋଳ ଜଳପ୍ରପାତ ବୁଲିବାକୁ ଆସିଥିଲେ । ସେଠାରେ ଗାଧୋଇବା ବେଳେ ଲିପୁନ୍ ବେହେରା ଆଉ ଜଳପ୍ରପାତ ଭିତରୁ ଫେରି ପାରିନଥିଲେ । ଆଖି ଆଗରେ ସେ ବୁଡ଼ି ଯାଇଥିଲେ ବି କେହି କିଛି କରିପାରିନଥିଲେ । ବାଂଶପାଳ ଦମକଳ ବାହିନୀ ଖବର ପାଇ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳିପାରିନାହିଁ ।

ଜଳପ୍ରପାତ ବହୁ ଗଭୀର ହୋଇଥିବାରୁ ଖୋଜିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି।...

Disclaimer: This content has been automatically aggregated from television for informational purposes. To read the original article, please visit television.