Water Leaks From Kakatur Maa Mangala Temple, Repairs Urgent

କାକଟପୁର ମାଆ ମଙ୍ଗଳା ମନ୍ଦିରରୁ ଝରୁଛି ପାଣି । ସାମାନ୍ୟ ବର୍ଷା ହେଲେ ମନ୍ଦିରର ବିଭିନ୍ନ ସ୍ଥାନରୁ ପାଣି ଝରୁଛି । ମନ୍ଦିର ଗର୍ଭଗୃହ ପ୍ରତି ବିପଦ ଆଶଙ୍କା ସୃଷ୍ଟି । ମାଆ ମଙ୍ଗଳା ପୀଠର ମରାମତି ପାଇଁ ଦାବି । #OdishaNews #TempleUpdate

01 September 2025 10:15 PM IST

କାକଟପୁର ମାଆ ମଙ୍ଗଳା ମନ୍ଦିରରୁ ଝରୁଛି ପାଣି । ସାମାନ୍ୟ ବର୍ଷା ହେଲେ ମନ୍ଦିରର ବିଭିନ୍ନ ସ୍ଥାନରୁ ପାଣି ଝରୁଛି । ମନ୍ଦିର ଗର୍ଭଗୃହ ପ୍ରତି ବିପଦ ଆଶଙ୍କା ସୃଷ୍ଟି । ମାଆ ମଙ୍ଗଳା ପୀଠର ମରାମତି ପାଇଁ ଦାବି । #OdishaNews #TempleUpdate

Disclaimer: This content has been automatically aggregated from televison for informational purposes. To read the original article, please visit televison.