Vastu Tips: ଘରର ଏହି କୋଣରେ ଝାଡ଼ୁ ରଖିଲେ ମାଡ଼ି ଆସିବ ସଙ୍କଟ

Jul 18, 2026 - 18:14
Vastu Tips: ଘରର ଏହି କୋଣରେ ଝାଡ଼ୁ ରଖିଲେ ମାଡ଼ି ଆସିବ ସଙ୍କଟ

"ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରକୁ ବେଶ୍ ଗୁରୁତ୍ୱ ଦିଆଯାଏ।

ଘର ତିଆରି କରିବା ବେଳେ କିମ୍ବା ଘରେ ରହିବା ପରେ ମଧ୍ୟ ଅନେକ ଲୋକ ବାସ୍ତୁ ନୀତିକୁ ମାନନ୍ତି।

ଘରେ ବାସ୍ତୁଦୋଷ ଥିଲେ ଅନେକ ସମସ୍ୟା ଦେଖାଦେଇପାରେ।

ସେଥିପାଇଁ ଘରେ ସୁଖ, ଶାନ୍ତି ଓ ସକାରାତ୍ମକ ପରିବେଶ ବଜାୟ ରଖିବା ପାଇଁ ବାସ୍ତୁ ନିୟମକୁ ପ୍ରାୟ ସମସ୍ତେ ଅନୁସରଣ କରିଥାଆନ୍ତି।

ଝାଡୁ ଆମ ଦୈନନ୍ଦିନ ଜୀବନର ଏକ ଅତ୍ୟାବଶ୍ୟକ ଜିନିଷ।

ଘର ସଫା ରଖିବା ପାଇଁ ପ୍ରତିଦିନ ଏହାର ବ୍ୟବହାର ହୋଇଥାଏ।

କିନ୍ତୁ ବାସ୍ତୁ ଅନୁସାରେ ଝାଡୁକୁ ଭୁଲ୍ ସ୍ଥାନରେ ରଖିଲେ ଅଶୁଭ ପ୍ରଭାବ ପଡ଼ିପାରେ ବୋଲି ବିଶ୍ୱାସ ରହିଛି।

ତେବେ ଆସନ୍ତୁ ଝାଡୁ ରଖିବାର ସଠିକ୍ ନିୟମ ବିଷୟରେ ଜାଣିବା ।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।