Torrential Rain Triggers Mine Dump Collapse, Flooding Homes in Sukinda’s Chiriguda Basti
ଭୁଶୁଡ଼ିଲା ଖଣିର ମାଟି ଡମ୍ପ୍, ଘରେ ପଶିଲା କାଦୁଅ ଭୀଷଣ ବର୍ଷାରୁ ଭୁଶୁଡ଼ିଲା ଖଣିର ମାଟି ଡମ୍ପ୍ । ଏକାଧିକ ଘରେ ପଶିଲା କାଦୁଅ ପାଣି । ଏଭଳି ଘଟଣା ଘଟିଛି ଯାଜପୁର ସୁକିନ୍ଦା ବ୍ଲକ କାଳିଆପାଣି-କଅଁସ ଅଞ୍ଚଳର ଏକ ଖଣି ପାଖ ଚିରିଗୁଡ଼ା ବସ୍ତିରେ।

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home