Top Maoist Leader Modem Balakrishna Alias Manoj Killed in Odisha–Chhattisgarh Encounter

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟର ପରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଆଜି ଏନକାଉଣ୍ଟର ସ୍ଥଳରୁ ଅଣାଯିବ ନକ୍ସଲଙ୍କ ମରଶରୀର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଟପ୍ ମାଓନେତା ମୋଡେମ୍ ବାଳକ୍ରିଷ୍ଣା ଓରଫ ମନୋଜ। #OdishaNew

12 September 2025 10:10 AM IST

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଗରିଆବନ୍ଧରେ ଏନକାଉଣ୍ଟର ପରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଆଜି ଏନକାଉଣ୍ଟର ସ୍ଥଳରୁ ଅଣାଯିବ ନକ୍ସଲଙ୍କ ମରଶରୀର। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛି ଟପ୍ ମାଓନେତା ମୋଡେମ୍ ବାଳକ୍ରିଷ୍ଣା ଓରଫ ମନୋଜ। #OdishaNew

Disclaimer: This content has been automatically aggregated from televison for informational purposes. To read the original article, please visit televison.