Today Panchang 8th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୮ ବୁଧବାର । ଚନ୍ଦ୍ର – ମୀନ ଦିବା ୦୩.୫୯ ଗତେ ମେଷ । ତିଥି – ୮ମୀ ଦିବା ୧୨.୨୨ ଗତେ ୯ମୀ । ଘାତଚନ୍ଦ୍ର – ଧନୁ ରାଶିର , ଦିବା ୦୩.୫୯ ଗତେ ମେଷ ରାଶିର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ-
ପ୍ରାତଃ – ୦୭.୫୫ ରୁ ୦୮.୩୪
ଦିବା – ୧୦.୧୩ ରୁ ୧୧.୨୫
ଦିବା – ୦୨.୦୩ ରୁ ୦୫.୩୩
ସନ୍ଧ୍ୟା – ୦୬.୨୫ ରୁ ୧୦.୦୩
ରାତ୍ରି – ୧୨.୧୩ ରୁ ୦୧.୪୦
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୫୧ ରୁ ୦୧.୩୦
କାଳବେଳା - ଦିବା ୦୮.୩୪ ରୁ ୧୦.୧୩
ବାରବେଳା - ଦିବା ୧୧.୫୧ ରୁ ୦୧.୩୦
କାଳରାତ୍ରି – ରାତ୍ରି ୦୨.୩୪ ରୁ ୦୩.୫୬
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।