Today Panchang 6th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୬ ଗୁରୁବାର। ଚନ୍ଦ୍ର – ମେଷ ରାତ୍ରି ୦୧.୫୨ ଗତେ ବୃଷ । ତିଥି - ୮ମୀ ସନ୍ଧ୍ୟା ୦୬.୫୩ ଗତେ ୯ମୀ । ଘାତଚନ୍ଦ୍ର - ମେଷ ରାଶିର , ରାତ୍ରି ୦୧.୫୨ ଗତେ ବିଛା ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ - ରାତ୍ରି ୦୮.୧୩ ଗତେ ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୨୭ ରୁ ୦୭.୧୦
ଦିବା – ୧୦.୩୫ ରୁ ୦୧.୦୯
ରାତ୍ରି - ୦୨.୨୯ ରୁ ୦୩.୧୩
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୮ ରୁ ୦୩.୦୪
କାଳବେଳା - ଦିବା ୦୩.୦୪ ରୁ ୦୪.୪୧
ବାରବେଳା - ଦିବା ୦୪.୪୧ ରୁ ୦୬.୧୭
କାଳରାତ୍ରି – ରାତ୍ରି ୧୧.୫୨ ରୁ ୦୧.୧୬
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।