Today Panchang 4th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 04, 2026 - 09:39
Today Panchang 4th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ଆଜିର ପଞ୍ଚାଙ୍ଗ
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ। ଇଂରାଜୀରେ ତାରିଖ ୦୪ ଶନିବାର।
ଚନ୍ଦ୍ର – କୁମ୍ଭ ଅହୋରାତ୍ର
ତିଥି – ୪ର୍ଥୀ ଦିବା ୧୨.୪୦ ଗତେ ୫ମୀ
ଘାତଚନ୍ଦ୍ର – ମିଥୁନ ଓ ମୀନ ରାଶିର ଅହୋରାତ୍ର
ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର
ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ

ଶୁଭ ସମୟ-

ଦିବା – ୧୦.୧୨ ରୁ ୧୨.୧୭
ଦିବା – ୦୩.୦୮ ରୁ ୦୩.୪୮
ରାତ୍ରି – ୦୭.୪୭ ରୁ ୦୭.୫୨
ରାତ୍ରି – ୧୧.୨୯ ରୁ ୦୧.୩୯
ରାତ୍ରି – ୦୩.୦୬ ରୁ ୦୩.୫୫

ଅଶୁଭ ସମୟ-

ରାହୁକାଳ - ଦିବା ୦୮.୩୩ ରୁ ୧୦.୧୨
କାଳବେଳା - ପ୍ରାତଃ ୦୫.୧୬ ରୁ ୦୬.୫୪ ଓ ଦିବା ୦୪.୪୭ ରୁ ୦୬.୨୬
ଇାରବେଳା - ଦିବା ୦୧.୨୯ ରୁ ୦୩.୦୮
କାଳରାତ୍ରି – ସନ୍ଧ୍ୟା ୦୬.୨୬ ରୁ ୦୭.୪୭ ଓ ରାତ୍ରି ୦୩.୫୫ ରୁ ୦୫.୧୬