Today Panchang 30th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jun 30, 2026 - 09:03
Today Panchang 30th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୩୦ ମଙ୍ଗଳବାର। ଚନ୍ଦ୍ର – ଧନୁ ଅହୋରାତ୍ର । ତିଥି - ପୂର୍ଣ୍ଣମୀ ପ୍ରାତଃ ୦୫.୨୬ ଗତେ ପ୍ରତିପଦ । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ମକର ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ - ୦୫.୧୪ ରୁ ୦୬.୫୩
ଦିବା – ୦୯.୩୮ ରୁ ୧୨.୧୬
ସନ୍ଧ୍ୟା - ୦୬.୨୫ ରୁ ୦୭.୦୯
ରାତ୍ରି - ୦୯.୦୮ ରୁ ୧୦.୦୨
ରାତ୍ରି - ୧୨.୧୨ ରୁ ୦୨.୨୧
ଅଶୁଭ ସମୟ-
ରାହୁକାଳ - ଦିବା ୦୩.୦୮ ରୁ ୦୪.୪୬
କାଳବେଳା - ଦିବା ୦୧.୨୯ ରୁ ୦୩.୦୮
ବାରବେଳା - ପ୍ରାତଃ ୦୬.୫୩ ରୁ ୦୮.୩୨
କାଳରାତ୍ରି – ରାତ୍ରି ୦୭.୪୬ ରୁ ୦୯.୦୮