Today Panchang 30th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ତୁଳା ପ୍ରାତଃ ୦୭.୫୨ ଗତେ ବିଛା । ତିଥି- ୭ମୀ ରାତ୍ରି ୧୦.୪୬ ଗତେ ୮ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୩ପା

30 August 2025 07:50 AM IST
Today Panchang 30th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୩୦ ତାରିଖ ଶନିବାର । ଚନ୍ଦ୍ର- ତୁଳା ପ୍ରାତଃ ୦୭.୫୨ ଗତେ ବିଛା । ତିଥି- ୭ମୀ ରାତ୍ରି ୧୦.୪୬ ଗତେ ୮ମୀ । ଘାତଚନ୍ଦ୍ର – ନାସ୍ତି । ଘାତବାର- ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୩ପାଦ-କୃଷି , ପଶୁ ଓ ବଂଶହାନି- ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୩୭ ଗତେ ୨ପାଦ- କୃଷି ଓ ପଶୁଦାନ-ଭୂମି ଓ ଅନ୍ନଦାନ ରାତ୍ରି ୧୦.୪୬ ଗତେ ୧ପାଦ-କୃଷିହାନି-ଭୂମିଦାନ ।

ଶୁଭ ସମୟ-

ଦିବା – ୧୦.୧୩ ରୁ ୦୧.୦୧

ଅଶୁଭ ସମୟ-

ରାହୁକାଳ- ଦିବା ୦୮.୪୦ ରୁ ୧୦.୧୩
କାଳବେଳା- ପ୍ରାତଃ ୦୫.୩୪ ରୁ ୦୭.୦୭ ଓ ଦିବା ୦୪.୨୬ ରୁ ୦୬.୦୦
ବାରବେଳା- ଦିବା ୦୧.୨୦ ରୁ ୦୨.୫୩
କାଳରାତ୍ରି- ସନ୍ଧ୍ୟା ୦୬.୦୦ ରୁ ୦୭.୨୬ ଓ ରାତ୍ରି ୦୪.୦୭ ରୁ ୦୫.୩୪

Disclaimer: This content has been automatically aggregated from television for informational purposes. To read the original article, please visit television.