Today Panchang 29th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jun 29, 2026 - 08:37
Today Panchang 29th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୯ ସୋମବାର । ଚନ୍ଦ୍ର – ଧନୁ ଅହୋରାତ୍ର । ତିଥି - ପୂର୍ଣ୍ଣିମା ଅହୋରାତ୍ର  । ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ନାସ୍ତି ।
ଶୁଭ ସମୟ-
ଦିବା – ୦୮.୪୫ ରୁ ୧୦.୩୦
ରାତ୍ରି - ୦୯.୧୮ ରୁ ୧୦.୨୯
ରାତ୍ରି - ୧୧.୫୦ ରୁ ୧୨.୧୧
ରାତ୍ରି – ୦୧.୩୮ ରୁ ୦୩.୦୪,୦୩.୪୮ ରୁ ୦୪.୩୧
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୬.୫୩ ରୁ ୦୮.୩୨
କାଳବେଳା - ପ୍ରାତଃ ୦୬.୫୩ ରୁ ୦୮.୩୨
ବାରବେଳା - ଦିବା ୦୩.୦୭ ରୁ ୦୪.୪୬
କାଳରାତ୍ରି – ରାତ୍ରି ୧୦.୨୯ ରୁ ୧୧.୫୦