Today Panchang 27th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jun 27, 2026 - 08:52
Today Panchang 27th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୭ ଶନିବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି - ୧୩ଶୀ ରାତ୍ରି ୧୨.୪୩ ଗତେ ୧୪ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୧୦ ରୁ ୧୨.୧୬
ଦିବା – ୦୩.୦୭ ରୁ ୦୩.୪୭
ରାତ୍ରି – ୦୭.୪୬ ରୁ ୦୭.୫୧
ରାତ୍ରି – ୧୧.୨୮ ରୁ ୦୧.୩୭
ରାତ୍ରି – ୦୩.୦୪ ରୁ ୦୩.୫୩
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୧ ରୁ ୧୦.୧୦
କାଳବେଳା - ପ୍ରାତଃ ୦୫.୧୩ ରୁ ୦୬.୫୨ ଓ ଦିବା ୦୪.୪୬ ରୁ ୦୬.୨୫
ଇାରବେଳା - ଦିବା ୦୧.୨୮ ରୁ ୦୩.୦୭
କାଳରାତ୍ରି – ସନ୍ଧ୍ୟା ୦୬.୨୫ ରୁ ୦୭.୪୬ ଓ ରାତ୍ରି ୦୩.୫୩ ରୁ ୦୫.୧୪