Today Panchang 26th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 26, 2026 - 08:11
Today Panchang 26th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୬ ରବିବାର । ଚନ୍ଦ୍ର – ବିଛା ପ୍ରାତଃ ୦୭.୩୪ ଗତେ ଧନୁ । ତିଥି - ୧୨ଶୀ ଦିବା ୦୧.୫୮ ଗତେ ୧୩ଶୀ । ଘାତଚନ୍ଦ୍ର – ପ୍ରାତଃ ୦୭.୩୪ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୧.୫୮ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୨୩ ରୁ ୦୯.୪୩
ଦିବା – ୦୧.୩୦ ରୁ ୦୨.୦୨
ସନ୍ଧ୍ୟା – ୦୭.୦୬ ରୁ ୦୯.୧୮
ରାତ୍ରି – ୧୨.୧୫ ରୁ ୦୧.୧୬
ରାତ୍ରି – ୦୨.୩୮ ରୁ ୦୩.୧୧
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୪୫ ରୁ ୦୬.୨୨
କାଳବେଳା - ଦିବା ୧୧.୫୩ ରୁ ୦୧.୩୦
ବାରବେଳା - ଦିବା ୧୦.୧୫ ରୁ ୧୧.୫୩
କାଳରାତ୍ରି – ରାତ୍ରି ୦୧.୧୬ ରୁ ୦୨.୩୮

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।