Today Panchang 25th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 25, 2026 - 09:26
Today Panchang 25th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୫ ଶନିବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି - ୧୧ଶୀ ଦିବା ୧୧.୩୪ ଗତେ ୧୨ଶୀ
ଘାତଚନ୍ଦ୍ର – ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ଦିବା ୧୧.୩୪ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ।
ଶୁଭ ସମୟ-
ଦିବା – ୧୦.୧୫ ରୁ ୦୧.୧୧
ରାତ୍ରି – ୦୮.୩୪ ରୁ ୧୦.୪୭
ରାତ୍ରି – ୧୨.୧୫ ରୁ ୦୧.୪୩
ରାତ୍ରି – ୦୨.୨୭ ରୁ ୦୩.୫୫
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୮ ରୁ ୧୦.୧୫
କାଳବେଳା - ପ୍ରାତଃ ୦୫.୨୩ ରୁ ୦୭.୦୧ ଓ ଦିବା ୦୪.୪୫ ରୁ ୦୬.୨୨
ବାରବେଳା - ଦିବା ୦୧.୩୦ ରୁ ୦୩.୦୭
କାଳରାତ୍ରି – ସନ୍ଧ୍ୟା ୦୬.୨୨ ରୁ ୦୭.୪୫ ଓ ରାତ୍ରି ୦୪.୦୧ ରୁ ୦୫.୨୩

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।