Today Panchang 24th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 24, 2026 - 08:07
Today Panchang 24th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୪ ଶୁକ୍ରବାର । ଚନ୍ଦ୍ର – ବିଛା ଅହୋରାତ୍ର । ତିଥି - ୧୦ମୀ ଦିବା ୦୯.୧୩ ଗତେ ୧୧ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ବିଛା,ଧନୁ ଓ ମୀନ ରାଶିର । ପୁଷ୍କରଦୋଷ – ନାସ୍ତି
ଶୁଭ ସମୟ-
ପ୍ରାତଃ – ୦୫.୨୩ ରୁ ୦୬.୧୫
ପ୍ରାତଃ – ୦୭.୦୭ ରୁ ୦୮.୩୮
ଦିବା – ୧୨.୧୯ ରୁ ୦୨.୫୫
ଦିବା – ୦୪.୩୯ ରୁ ୦୬.୨୨
ରାତ୍ରି – ୦୭.୫୧ ରୁ ୦୯.୦୮
ରାତ୍ରି – ୦୧.୪୩ ରୁ ୦୩.୫୫
ଅଶୁଭ ସମୟ-
ରାହୁକାଳ - ଦିବା ୧୦.୧୫ ରୁ ୧୧.୫୩
କାଳବେଳା - ଦିବା ୧୦.୧୫ ରୁ ୧୧.୫୩
ବାରବେଳା - ଦିବା ୦୮.୩୮ ରୁ ୧୦.୧୫
କାଳରାତ୍ରି – ରାତ୍ରି ୦୯.୦୮ ରୁ ୧୦.୩୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।