Today Panchang 24th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୧.୪୮ ଗତେ ୨ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ - କୃ
ସୈାର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ। ଇଂରାଜୀ ୨୪ ତାରିଖ ରବିବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୧.୪୮ ଗତେ ୨ୟା । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ - କୃଷିହାନି-ଭୂମିଦାନ ଦିବା ୧୧.୪୮ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୦୬ ଗତେ ୩ପାଦ - କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ-
ପ୍ରାତଃ – ୦୫.୩୨ ରୁ ୦୯.୪୩
ଦିବା – ୦୧.୨୨ ରୁ ୦୧.୫୪
ସନ୍ଧ୍ୟା – ୦୬.୫୦ ରୁ ୦୯.୦୮
ରାତ୍ରି – ୧୨.୧୧ ରୁ ୦୧.୧୫
ରାତ୍ରି – ୦୨.୪୧ ରୁ ୦୩.୧୫
ଅଶୁଭ ସମୟ -
ରାହୁକାଳ - ଦିବା ୦୪.୩୦ ରୁ ୦୬.୦୪
କାଳବେଳା – ଦିବା ୧୧.୪୮ ରୁ ୦୧.୨୨
ବାରବେଳା- ଦିବା ୧୦.୧୪ ରୁ ୧୧.୪୮
କାଳରାତ୍ରି- ରାତ୍ରି ୦୧.୧୫ ରୁ ୦୨.୪୧
Disclaimer: This content has been automatically aggregated from television for informational purposes. To read the original article, please visit television.
Home