Today Panchang 22nd August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ରାତ୍ରି ୧୨.୧୭ ଗତେ ସିଂହ । ତିଥି – ୧୪ଶୀ ଦିବା ୧୧.୫୬ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ରାତ୍ରି ୧୨.୧୭ ଗତେ କର୍କଟ ଓ ମକର ରାଶିର । ଘାତବାର –  ବିଛା,ଧ

22 August 2025 07:50 AM IST
Today Panchang 22nd August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ। ଇଂରାଜୀ ୨୨ ତାରିଖ ଶୁକ୍ରବାର । ଚନ୍ଦ୍ର- କର୍କଟ ରାତ୍ରି ୧୨.୧୭ ଗତେ ସିଂହ । ତିଥି – ୧୪ଶୀ ଦିବା ୧୧.୫୬ ଗତେ ଅମାବାସ୍ୟା । ଘାତଚନ୍ଦ୍ର- ରାତ୍ରି ୧୨.୧୭ ଗତେ କର୍କଟ ଓ ମକର ରାଶିର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ - ନାସ୍ତି ।

ଶୁଭ ସମୟ-

ପ୍ରାତଃ – ୦୫.୩୨ ରୁ ୦୬.୨୨

ଅଶୁଭ ସମୟ - 

ରାହୁକାଳ - ଦିବା ୧୦.୧୫ ରୁ ୧୧.୪୯
କାଳବେଳା – ଦିବା ୧୦.୧୫ ରୁ ୧୧.୪୯
ବାରବେଳା- ଦିବା ୦୮.୪୦ ରୁ ୧୦.୧୫
କାଳରାତ୍ରି- ରାତ୍ରି ୦୮.୫୮ ରୁ ୧୦.୨୩

Disclaimer: This content has been automatically aggregated from television for informational purposes. To read the original article, please visit television.