Today Panchang 1st July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 01, 2026 - 08:52
Today Panchang 1st July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ଼ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୧ ବୁଧବାର। ଚନ୍ଦ୍ର – ଧନୁ ଦିବା ୦୧.୩୧ ଗତେ ମକର। ତିଥି - ପ୍ରତିପଦ ପ୍ରାତଃ ୦୭.୩୧ ଗତେ ୨ୟା। ଘାତଚନ୍ଦ୍ର – ତୁଳା ଓ କୁମ୍ଭ ରାଶିର ଦିବା ୦୧.୩୧ ଗତେ ସିଂହ ରାଶିର। ଘାତବାର – କର୍କଟ ରାଶିର। ପୁଷ୍କରଦୋଷ – ପ୍ରାତଃ ୦୬.୫୧ ଗତେ ୧ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ପ୍ରାତଃ ୦୭.୩୮ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ-
ପ୍ରାତଃ - ୦୭.୩୫ ରୁ ୦୮.୩୨
ଦିବା – ୧୦.୧୧ ରୁ ୧୧.୨୪
ଦିବା - ୦୨.୦୨ ରୁ ୦୫.୩୩
ସନ୍ଧ୍ୟା - ୦୬.୨୫ ରୁ ୧୦.୦୨
ରାତ୍ରି - ୧୨.୧୨ ରୁ ୦୧.୩୮
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୫୦ ରୁ ୦୧.୨୯
କାଳବେଳା - ଦିବା ୦୮.୩୨ ରୁ ୧୦.୧୧
ବାରବେଳା - ଦିବା ୧୧.୫୦ ରୁ ୦୧.୨୯
କାଳରାତ୍ରି – ରାତ୍ରି ୦୨.୩୩ ରୁ ୦୩.୫୪