Today Panchang 18th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୮ ଶନିବାର । ଚନ୍ଦ୍ର – ସିଂହ ରାତ୍ରି ୧୨.୦୦ ଗତେ କନ୍ୟା । ତିଥି – ୫ମୀ ରାତ୍ରି ୦୩.୪୩ ଗତେ ୬ଷ୍ଠୀ । ଘାତଚନ୍ଦ୍ର – କର୍କଟ ଓ ମକର ରାଶିର, ରାତ୍ରି ୧୨.୦୦ ଗତେ ବୃଷ ରାଶିର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ସନ୍ଧ୍ୟା ୦୬.୦୦ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ଦିବା – ୧୦.୧୪ ରୁ ୦୧.୧୧
ରାତ୍ରି – ୦୮.୩୬ ରୁ ୧୦.୪୭
ରାତ୍ରି – ୧୨.୧୪ ରୁ ୦୧.୪୨
ରାତ୍ରି – ୦୨.୨୬ ରୁ ୦୩.୫୩
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୬ ରୁ ୧୦.୧୪
କାଳବେଳା - ପ୍ରାତଃ ୦୫.୨୧ ରୁ ୦୬.୫୮ ଓ ଦିବା ୦୪.୪୬ ରୁ ୦୬.୨୪
ବାରବେଳା - ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି – ସନ୍ଧ୍ୟା ୦୬.୨୪ ରୁ ୦୭.୪୬ ଓ ରାତ୍ରି ୦୩.୫୯ ରୁ ୦୫.୨୧
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।