Today Panchang 16th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୬ ଗୁରୁବାର । ଚନ୍ଦ୍ର – କର୍ଳଟ ରାତ୍ରି ୦୭.୩୫ ଗତେ ସିଂହ । ତିଥି – ୨ୟା ଦିବା ୦୮.୫୩ ଗତେ ୩ୟା । ଘାତଚନ୍ଦ୍ର – ରାତ୍ରି ୦୭.୩୫ ଗତେ କର୍କଟ ଓ ମକର ରାଶିର । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ଦିବା ୦୮.୫୩ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୨୦ ରୁ ୦୭.୦୪
ଦିବା – ୧୦.୩୪ ରୁ ୦୧.୧୧
ରାତ୍ରି – ୦୨.୨୫ ରୁ ୦୩.୦୯
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୩୦ ରୁ ୦୩.୦୮
କାଳବେଳା - ଦିବା ୦୩.୦୮ ରୁ ୦୪.୪୬
ବାରବେଳା - ଦିବା ୦୪.୪୬ ରୁ ୦୬.୨୫
କାଳରାତ୍ରି – ରାତ୍ରି ୧୧.୫୨ ରୁ ୦୧.୧୪
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।