Today Panchang 13th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୩ ସୋମବାର । ଚନ୍ଦ୍ର - ମିଥୁନ ଅହୋରାତ୍ର । ତିଥି – ୧୪ଶୀ ସନ୍ଧ୍ୟା ୦୬.୪୯ ଗତେ ଅମାବସ୍ୟା ।ଘାତଚନ୍ଦ୍ର – କନ୍ୟା ରାଶିର ଅହୋରାତ୍ର । ଘାତବାର – ମିଥୁନ ରାଶିର । ପୁଷ୍କରଦୋଷ – ରାତ୍ରି ୦୨.୫୧ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ।
ଶୁଭ ସମୟ-
ଦିବା – ୦୮.୪୮ ରୁ ୧୦.୩୩
ରାତ୍ରି – ୦୯.୧୯ ରୁ ୧୦.୩୦
ରାତ୍ରି – ୧୧.୫୨ ରୁ ୧୨.୧୪
ରାତ୍ରି – ୦୧.୪୧ ରୁ ୦୩.୦୮, ୦୩.୫୨ ରୁ ୦୪.୩୫
ଅଶୁଭ ସମୟ-
ରାହୁକାଳ - ପ୍ରାତଃ ୦୬.୫୭ ରୁ ୦୮.୩୫
କାଳବେଳା - ପ୍ରାତଃ ୦୬.୫୭ ରୁ ୦୮.୩୫
ବାରବେଳା - ଦିବା ୦୩.୦୮ ରୁ ୦୪.୪୭
କାଳରାତ୍ରି – ରାତ୍ରି ୧୦.୩୦ ରୁ ୧୧.୫୨
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।