Today Panchang 12th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ସନ୍ଧ୍ୟା ୦୫.୩୦ ଗତେ ବୃଷ । ତିଥି – ୫ମୀ ଦିବା ୦୯.୫୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ମେଷ ରାଶିର, ସନ୍ଧ୍ୟା ୦୫.୩୦ ଗତେ ବିଛା ରାଶିର । ଘାତବାର – ବିଛା,ଧନ

12 September 2025 08:35 AM IST
Today Panchang 12th September 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର ସିଂହ ମାସ ଅଶ୍ୱିନ କୃଷ୍ଣପକ୍ଷ। ଇଂରାଜୀ ୧୨ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ସନ୍ଧ୍ୟା ୦୫.୩୦ ଗତେ ବୃଷ । ତିଥି – ୫ମୀ ଦିବା ୦୯.୫୮ ଗତେ ୬ଷ୍ଠୀ । ଘାତଚନ୍ଦ୍ର – ମେଷ ରାଶିର, ସନ୍ଧ୍ୟା ୦୫.୩୦ ଗତେ ବିଛା ରାଶିର । ଘାତବାର – ବିଛା,ଧନୁ ଓ ମୀନ ରାଶିର ।ପୁଷ୍କର ଦୋଷ – ଦିବା ୧୧.୫୯ ଗତେ ୧ପାଦ-କୁଟୁମ୍ବ ହାନି-ତିଳକାଞ୍ଚନ ଦାନ

ଶୁଭ ସମୟ-

ପ୍ରାତଃ – ୦୫.୩୭ ରୁ ୦୬.୨୫

ପ୍ରାତଃ – ୦୭.୧୪ ରୁ ୦୮.୩୯

ଦିବା – ୧୨.୦୭ ରୁ ୦୨.୩୩

ଦିବା – ୦୪.୧୧ ରୁ ୦୫.୪୮

ସନ୍ଧ୍ୟା – ୦୭.୨୩ ରୁ ୦୮.୪୫

ରାତ୍ରି – ୦୧.୪୧ ରୁ ୦୪.୦୨

ଅଶୁଭ ସମୟ -

ରାହୁକାଳ - ଦିବା ୧୦.୧୧ ରୁ ୧୧.୪୨

କାଳବେଳା – ଦିବା ୧୦.୧୧ ରୁ ୧୧.୪୨

ବାରବେଳା- ଦିବା ୦୮.୩୯ ରୁ ୧୦.୧୧

କାଳରାତ୍ରି- ରାତ୍ରି ୦୮.୪୫ ରୁ ୧୦.୧୪

Disclaimer: This content has been automatically aggregated from television for informational purposes. To read the original article, please visit television.