Today Panchang 12th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୨ ରବିବାର । ଚନ୍ଦ୍ର – ବୃଷ ସନ୍ଧ୍ୟା ୦୭.୦୬ ଗତେ ମିଥୁନ । ତିଥି – ୧୩ଶୀ ରାତ୍ରି ୧୦.୩୦ ଗତେ ୧୪ଶୀ । ଘାତଚନ୍ଦ୍ର – ବିଛା ରାଶିର,ସନ୍ଧ୍ୟା ୦୭.୦୬ ଗତେ କନ୍ୟା ରାଶିର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୭.୦୩ ରୁ ୦୯.୪୧
ଦିବା – ୦୧.୩୦ ରୁ ୦୨.୫୫
ଦିବା – ୦୪.୪୦ ରୁ ୦୪.୪୭
ସନ୍ଧ୍ୟା – ୦୬.୨୫ ରୁ ୦୭.୫୨
ରାତ୍ରି – ୧୦.୪୭ ରୁ ୧୨.୫୭
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୪୭ ରୁ ୦୬.୨୫
କାଳବେଳା - ଦିବା ୧୧.୫୨ ରୁ ୦୧.୩୦
ବାରବେଳା - ଦିବା ୧୦.୧୩ ରୁ ୧୧.୫୨
କାଳରାତ୍ରି – ରାତ୍ରି ୦୧.୧୪ ରୁ ୦୨.୩୫
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।