Three battery-operated EV buses handed to Bhadrak residents on Self-Governance Day
ଭଦ୍ରକ ସହରାଞ୍ଚଳ ବାସିନ୍ଦାଙ୍କୁ ସ୍ୱାୟତ୍ତ ଶାସନ ଦିବସରେ ଭଦ୍ରକ ପୌରପାଳିକା ତରଫରୁ ୩ଟି ବ୍ୟାଟେରୀ ଚଳିତ ବସ୍ ଭେଟି ଦିଆଯାଇଛି । ବାଲେଶ୍ବର-ଭଦ୍ରକ ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ତରଫରୁ ଏହି ବସ୍ ଯୋଗାଇ ଦିଆଯାଇଛି । #OdishaTransport_B

Disclaimer: This content has been automatically aggregated from televison for informational purposes. To read the original article, please visit televison.
Home