Thermal Drone Cameras to Monitor Elephants: ମଣିଷ-ହାତୀ ସଂଘର୍ଷ: ନଜର ରଖୁଛି ଥର୍ମାଲ୍ ଡ୍ରୋନ୍ କ୍ୟାମେରା
Jun 26, 2026 - 12:47
ହାତୀଙ୍କ ଉପରେ ନଜର ରଖିଛି ଥର୍ମାଲ୍ ଡ୍ରୋନ୍ କ୍ୟାମେରା। ରାତିରେ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଏହି ଡ୍ରୋନ୍ କ୍ୟାମେରାର ବ୍ୟବହାର କରୁଛି ବନ ବିଭାଗ। ବିଶେଷକରି ରାତିରେ, ଏହା ମଣିଷ-ହାତୀ ସଂଘର୍ଷକୁ ରୋକିବାରେ ସାହାଯ୍ୟ କରିବ।
ଅନେକ ସମୟରେ ରାତିରେ ହାତୀକୁ ଘଉଡାଇବା ପାଇଁ ହାତୀ ଉପରକୁ ଲୋକମାନେ ନିଆଁ ହୁଳା ଫିଙ୍ଗିଥାନ୍ତି। ଏହାକୁ ମଧ୍ୟ ରୋକିବାରେ ସହାୟକ ହେବ ଥର୍ମାଲ ଡ୍ରୋନ କ୍ୟାମେରା।