Tension During Electricity Work: ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ; ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ

ଜଙ୍ଗଲରୁ ପୁଣି ମାଓ ଡମ୍ପ ଠା। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ ହୋଇଛି। ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି, ଡିଟୋନେଟର ଓ ଗୁଳି ସହ ବିପୁଳ ବିସ୍ଫୋରକ ମଧ୍ୟ ଜବତ ହୋଇଛି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ DVF ଯବାନ ଯାଞ୍ଚ କରି ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ୧୦ ଦିନ ତଳେ ବୈପାରୀଗୁଡ଼ା ଥାନାଞ୍ଚଳରୁ ମାଓ ଡମ୍ପ ଠାବ ହୋଇଥିଲ।
- ବୈପାରୀଗୁଡ଼ା ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ
- ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ
- ଡିଟୋନେଟର ଓ ଗୁଳି ସହ ବିପୁଳ ବିସ୍ଫୋରକ ଜବତ
- ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ DVF ଯବାନ ଦ୍ବାରା ଜବତ
- ୧୦ ଦିନ ତଳେ ବୈପାରୀଗୁଡ଼ା ଥାନାଞ୍ଚଳରୁ ମାଓ ଡମ୍ପ ଠାବ ହୋଇଥିଲା