Temple Theft Shocks Berhampur; ପୋଲିସ ଫାଣ୍ଡିରୁ ମାତ୍ର ୫ଶହ ମିଟର ଦୂରରେ ଚୋରି, ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରି ନେଲେ

Jun 28, 2026 - 17:49
Temple Theft Shocks Berhampur; ପୋଲିସ ଫାଣ୍ଡିରୁ ମାତ୍ର ୫ଶହ ମିଟର ଦୂରରେ ଚୋରି, ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରି ନେଲେ

ପୁଣି ମନ୍ଦିରରୁ ଚୋରି। ବ୍ରହ୍ମପୁର ଲାଞ୍ଜିପଲି ମୁଖ୍ୟ ରାସ୍ତାରେ ଥିବା ଚଣ୍ଡୀ ମନ୍ଦିରରରୁ ଚୋରି ହୋଇଛି। ପୋଲିସ ଫାଣ୍ଡିରୁ ମାତ୍ର ୫ଶହ ମିଟର ଦୂରରେ ଚୋରି ହୋଇଛି। ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରି ନେଲେ ଦୁର୍ବୃତ୍ତ। କିଛି ବର୍ଷରେ ତୃତୀୟ ଥର ଲାଗି ମନ୍ଦିରରେ ଚୋରି ହୋଇଛି। 

ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଚୋରି କରି ନେଇଛନ୍ତି। ମନ୍ଦିରରେ ହୁଣ୍ଡି ଭାଂଗି ପଡ଼ିଥିବା ଦେଖିଥିଲେ ପୂଜକ। ୨ ବର୍ଷ ହେଲା ହୁଣ୍ଡିରୁ ଦାନ ଅର୍ଥ ବାହାର କରାଯାଇ ନଥିଲା। ପୂର୍ବରୁ ମନ୍ଦିରରୁ ୩ ଥର ହୁଣ୍ଡି ଭାଙ୍ଗି ହୋଇଛି ଚୋରି। ଖବର ପାଇ ଯାଞ୍ଚ କରୁଛି ପୋଲିସ।

  • ପୋଲିସ ଫାଣ୍ଡିରୁ ମାତ୍ର ୫ଶହ ମିଟର ଦୂରରେ ଚୋରି 
  • ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଫାଣ୍ଡି ଅଂଚଳ ଘଟଣା 
  • ଲାଞ୍ଜିପଲି ମୁଖ୍ୟ ରାସ୍ତାରେ ଥିବା ଚଣ୍ଡୀ ମନ୍ଦିରରରୁ ଚୋରି 
  • ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି କରି ନେଲେ
  • କିଛି ବର୍ଷରେ ତୃତୀୟ ଥର ଲାଗି ମନ୍ଦିରରେ ଚୋରି
  • ବିଳମ୍ବିତ ରାତ୍ରିରେ କିଛି ଦୁର୍ବୃତ୍ତ ହୁଣ୍ଡି ଭାଙ୍ଗି ଚୋରି କରି ନେଇଛନ୍ତି
  • ହୁଣ୍ଡି ଭାଂଗି ପଡ଼ିଥିବା ଦେଖିଥିଲେ ପୂଜକ
  • ୨ ବର୍ଷ ହେଲା ହୁଣ୍ଡିରୁ ଦାନ ଅର୍ଥ ବାହାର କରାଯାଇ ନଥିଲା
  • ପୂର୍ବରୁ ମନ୍ଦିରରୁ ୩ ଥର ହୁଣ୍ଡି ଭାଙ୍ଗି ହୋଇଛି ଲୁଟ୍
  • ଖବର ପାଇ ଯାଞ୍ଚ କରୁଛି ପୋଲିସ